ପରମ୍ପରା, ଏକତା ଓ ସେବାର ୫୦ ବର୍ଷ

ସାର୍ବଜନୀନ ଗଣେଶ ପୂଜା କମିଟି

ତାଳପଦର (ପଧାନପଡ଼ା)

ସ୍ଥାପିତ ୧୯୭୭ ପରିଚାଳନା ଆଦର୍ଶ କ୍ଳବ୍

ଚାନ୍ଦା ଦିଅନ୍ତୁ +91 9583585723 & +919776187300

ପ୍ରଭୁ ଶ୍ରୀ ଗଣେଶଙ୍କ ପବିତ୍ର ପୂଜା ଅବସରରେ ତାଳପଦରବାସୀଙ୍କ ସମେତ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

॥ ଶ୍ରୀ ଗଣେଶାୟ ନମଃ ॥

ଗଣେଶ ପୂଜା ଅବସରରେ ଅଭିନନ୍ଦନ

ବିଘ୍ନବିନାଶକ, ବୁଦ୍ଧି ଓ ଜ୍ଞାନର ଦେବତା ପ୍ରଭୁ ଶ୍ରୀ ଗଣେଶଙ୍କ ପବିତ୍ର ପୂଜା ଅବସରରେ ତାଳପଦରବାସୀଙ୍କ ସମେତ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ପ୍ରତ୍ୟେକ ପରିବାରରୁ ସମସ୍ତ ବିଘ୍ନ ଦୂର ହୋଇ ସମସ୍ତଙ୍କ ମଙ୍ଗଳ ହେଉ—ଏହା ହିଁ ପ୍ରଭୁ ଶ୍ରୀ ଗଣେଶଙ୍କ ନିକଟରେ ଆମର ପ୍ରାର୍ଥନା।

ଗଣପତି ବାପ୍ପା ମୋରିଆ 🙏

ଶ୍ରୀ ଗଣେଶଙ୍କ ଜୟ!

ଶୁଭେଚ୍ଛାନ୍ତେ
ଆଦର୍ଶ କ୍ଲବ, ତାଳପଦର
ପଧାନପଡ଼ା, ଜିଲ୍ଲା–ବରଗଡ଼

ଆମ ୱେବସାଇଟ୍‌କୁ ଆସିଥିବା ଦର୍ଶକ

୦ ମୋଟ ଦର୍ଶକ Total visitors
୦ ଆଜି Today
୦ ଏବେ ଅନଲାଇନ୍ Online now