କାର୍ଯ୍ୟସୂଚୀ
ଗଣେଶୋତ୍ସବର ଦିନ ଅନୁଯାୟୀ ପୂର୍ଣ୍ଣ କାର୍ଯ୍ୟକ୍ରମ
| କ୍ର.ନ. | ତାରିଖ | ଦିନ | ସମୟ | କାର୍ଯ୍ୟକ୍ରମ |
|---|---|---|---|---|
| ୧ | ୧୪.୦୯.୨୦୨୬ | ସୋମବାର | ସ୍ଥାନ - ଗଣେଶ ମଣ୍ଡପ | ପୂଜା , ହୋମ ଓ ପ୍ରସାଦ ସେବନ |
| ୨ | ୧୫/୦୯/୨୦୨୬ | ମଙ୍ଗଳବାର | ସ୍ଥାନ - ଆଦର୍ଶ ମଣ୍ଡପ , ସନ୍ଧ୍ୟା 7 ଟା | ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ (ବଳରାମ ଡ୍ୟାନ୍ସ ଗ୍ରୁପ୍ ବରଗଡ) |
| ୩ | ୧୬/୦୯/୨୦୨୬ | ବୁଧବାର | ସ୍ଥାନ ଆଦର୍ଶ କ୍ଳବ୍ , ସମୟ ୩ ଘଟିକା | କ୍ରୀଡ଼ା ପ୍ରତିଯୋଗିତା (ମ୍ୟୁଜିକ ଚେୟାର (ମହିଳା), ମାଠିଆ ଫଟା (ପୁରୁଷ) , ହୁଲ ହୁଲି (ମହିଳା)) |
| ୪ | ୧୭/୦୯/୨୦୨୬ | ଗୁରୁବାର | ସ୍ଥାନ - ଆଦର୍ଶ କ୍ଳବ୍ , ସମୟ ଅପରାହ୍ନ 3 ଘଟିକା | କ୍ରୀଡ଼ା ପ୍ରତିଯୋଗିତା, ରସିଡ଼ିଆଁ (ମହିଳା) , ଜେଳେବି ଖିଆ (ପୁରୁଷ) , ଚାମଚ ବାଟି ଖେଳ (ମହିଳା) |
| ୫ | ୧୮/୦୯/୨୦୨୬ | ଶୁକ୍ରବାର | ସ୍ଥାନ ଆଦର୍ଶ କ୍ଳବ୍ , ଅପରାହ୍ନ 3 ଘଟିକା | କ୍ରୀଡ଼ା ପ୍ରତିଯୋଗିତା, ପୁଚିଖେଳ ( ମହିଳା) , ସାଇକେଲ ସ୍ଲୋ ( ପୁରୁଷ) , ବେଲୁନ ରେସ (ପୁରୁଷ) |
| ୬ | ୧୯/୦୯/୨୦୨୬ | ଶନିବାର | ଅପରାହ୍ନ 3 ଘଟିକା | ମହା ଭସାଣି ଯାତ୍ରା , ବିଶେଷ ଆକର୍ଷଣ - କଳଙ୍ଗୀ ନାଚ (ବରଭଟ୍ଟା), ଘୋଡ଼ାନାଚ (ଢୋଲବନ୍ଧ) , ଲେଡିସ କଲଙ୍ଗୀ ନାଚ (କପିଳାସପୁର) , ଷ୍ଟାଚ୍ୟୁ (କୁମ୍ଭାରୀ) , ଧନେସ ଡିଜେ (ତାଳପଦର) |
ଆବଶ୍ୟକ ସ୍ଥଳେ ସମୟରେ ପରିବର୍ତ୍ତନ ହୋଇପାରେ — ସୂଚନା ଫଳକ ଦେଖନ୍ତୁ।
